ଶିକ୍ଷକଙ୍କ ଠାରୁ ଗାଳି ଖାଇଥିବା ପିଲା ୧୮ବର୍ଷ ବୟସରେ ହେଲା କୋଟିପତି

ନୂଆଦିଲ୍ଲୀ: ପ୍ରାୟତଃ ଶୁଣିବାକୁ ମିଳିଥାଏ ଯେ ଭାଗ୍ୟଠାରୁ ବଡ଼ କିଛି ହୋଇ ନଥାଏ। ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ଭାଗ୍ୟ କେତେବେଳେ କାହାକୁ ନେଇ କେଉଁ ସ୍ଥାନରେ ପହଞ୍ଚାଇବ ତାହା କେହି ଜାଣି ନଥାଆନ୍ତି। ଅନେକ ସମୟରେ ଶ୍ରେଣୀରେ ଶିକ୍ଷକ/ଶିକ୍ଷୟିତ୍ରୀ ପାଠପଢ଼ାଉଥିବା ବେଳେ ପିଲାମାନଙ୍କୁ ଦେଖି କିଏ ମଣିଷ ହେବ କିଏ ମଣିଷ ହେବ ନାହିଁ ବୋଲି ପ୍ରତିକ୍ରିୟା ଦେଇଥାଆନ୍ତି। ଏହି କ୍ରମରେ ଜଣେ ଛାତ୍ରଙ୍କୁ ଦିନେ ଶିକ୍ଷକ … Continue reading ଶିକ୍ଷକଙ୍କ ଠାରୁ ଗାଳି ଖାଇଥିବା ପିଲା ୧୮ବର୍ଷ ବୟସରେ ହେଲା କୋଟିପତି